top of page
ଚେତନାର ରୂପକାର
Original price
₹100.00
Sale price
₹80.00
ସମ୍ପାଦିକାଙ୍କ କଲମରୁ...
ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ଶ୍ରୀ ବିଚିତ୍ରାନନ୍ଦ ଆଚାରୀଙ୍କର ନିଶା ହେଉଛି ସାହିତ୍ୟ ସାଧନା । ନିରୁତା ଭକ୍ତି ରସରେ ଭରପୂର ଶ୍ରୀ ଆଚାରୀଙ୍କର ଏହି ପ୍ରଥମ କବିତା ସଙ୍କଳନ ବିରଞ୍ଚି ନାରାୟଣ-ମଣି ଦେବୀ ସମ୍ମାନ ୨୦୨୪ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ଲାବଣ୍ୟବତୀ ପ୍ରକାଶନି ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।
ରଞ୍ଜୁବାଳା ଜେନା
ପ୍ରୋପ୍ରାଇଟର୍, ଲାବଣ୍ୟବତୀ ପ୍ରକାଶନି
Quantity
No Reviews YetShare your thoughts.
Be the first to leave a review.
bottom of page


