top of page

Suryankara Saptama Aswa (ସୂର୍ଯ୍ୟଙ୍କର ସପ୍ତମ ଅଶ୍ୱ)

SKU 10
Original price

₹150.00

Sale price

₹120.00

ଏକ ନୂତନ ଶୈଳୀର ଲଘୁ ଉପନ୍ୟାସ(ବ୍ରହ୍ମପୁର ସାହିତ୍ୟ ପରିଷଦ ୨୦୧୭ ପୁରସ୍କାର ପ୍ରାପ୍ତ ଅନୁଦିତ ଉପନ୍ୟାସ)

ମୁଁ ଅନୁବାଦ କରିବାରେ ନିଜକୁ ସହଜ ମନେ କରେ l ସୂରଜକା ସାତୱାଁ ଘୋଡା ପ୍ରସିଦ୍ଧ ହିନ୍ଦୀ ଔପନ୍ୟାସିକ ଧର୍ମବୀର ଭାରତୀଙ୍କର ଏକ ଭିନ୍ନ ଶୈଳୀର ଉପନ୍ୟାସ l ଏହାକୁ ମୁଁ କେବଳ ଅନୁବାଦ କରିଛି ମାତ୍ର l ଯଦି କିଛି ଭୁଲ ରହି ଯାଇଥାଏ ତେବେ ପାଠକମାନଙ୍କ ଠାରୁ କ୍ଷମା ମାଗି ନେଉଛି l (ରମେଶ ଚନ୍ଦ୍ର ପାତ୍ର)

A Short Novel in a New Style
(A Translated Novel Awarded by the Brahmapur Sahitya Parishad, 2017)

I Consider Translation to Be Natural for Me.
Suraj Ka Satvan Ghoda is a renowned Hindi novel by the celebrated writer Dharmveer Bharati, known for its unique narrative style. I have merely translated it. If any errors remain, I sincerely seek the readers' forgiveness.

Ramesh Chandra Patra

Quantity

bottom of page