top of page

Sahe Atha (ଶହେ ଆଠ)

Original price

₹150.00

Sale price

₹75.00

ଶହେ ଆଠ ଗୋଟି ତୁଳସୀ ହେଉ କିମ୍ବା ରକ୍ତ ଚନ୍ଦନ ହେଉ କିମ୍ବା ହେଉ କର୍ପୂର ମାଳି, ହେଉ ଅବା ରୁଦ୍ରାକ୍ଷ l ସବୁ ଜପାମାଳିକୁ ବାନ୍ଧି ରଖିଥାନ୍ତି ଗୋଟିଏ ସୂତାରେ l ସେହିପରି ଏହି କ୍ଷୁଦ୍ରଗଳ୍ପ ସଙ୍କଳନରେ ଶହେ ଆଠଟି ଗପ ଯୋଡ଼ି ହୋଇ ରହିଛନ୍ତି, ଏହି ବହିଟିରେ, ପାଠକମାନଙ୍କର ସ୍ୱୀକୃତି ଅପେକ୍ଷାରେ ।

(ରଶ୍ମି ରେଖା ତ୍ରିପାଠୀ)

 

 

Whether it's a hundred and eight tulsi beads, or red sandalwood, or camphor beads, or rudraksha— all prayer beads are strung together on a single thread. Likewise, in this short story collection, the hundred and eight stories are strung together in this book, awaiting the readers’ acceptance.

(Rashmi Rekha Tripathy)

Quantity

No Reviews YetShare your thoughts. Be the first to leave a review.
bottom of page