top of page
Sahe Atha (ଶହେ ଆଠ)
SKU 10
Original price
₹150.00
Sale price
₹120.00
ଶହେ ଆଠ ଗୋଟି ତୁଳସୀ ହେଉ କିମ୍ବା ରକ୍ତ ଚନ୍ଦନ ହେଉ କିମ୍ବା ହେଉ କର୍ପୂର ମାଳି, ହେଉ ଅବା ରୁଦ୍ରାକ୍ଷ l ସବୁ ଜପାମାଳିକୁ ବାନ୍ଧି ରଖିଥାନ୍ତି ଗୋଟିଏ ସୂତାରେ l ସେହିପରି ଏହି କ୍ଷୁଦ୍ରଗଳ୍ପ ସଙ୍କଳନରେ ଶହେ ଆଠଟି ଗପ ଯୋଡ଼ି ହୋଇ ରହିଛନ୍ତି, ଏହି ବହିଟିରେ, ପାଠକମାନଙ୍କର ସ୍ୱୀକୃତି ଅପେକ୍ଷାରେ ।
(ରଶ୍ମି ରେଖା ତ୍ରିପାଠୀ)
Whether it's a hundred and eight tulsi beads, or red sandalwood, or camphor beads, or rudraksha— all prayer beads are strung together on a single thread. Likewise, in this short story collection, the hundred and eight stories are strung together in this book, awaiting the readers’ acceptance.
(Rashmi Rekha Tripathy)
Quantity
bottom of page


