top of page

Paunji (ପାଉଁଜି)

Original price

₹150.00

Sale price

₹75.00

(୨୦୨୪ ରଙ୍ଗନାଥ-ବାଇକୋଳି ସ୍ମୃତି ସମ୍ମାନ ପ୍ରାପ୍ତ ଗଳ୍ପ ସଙ୍କଳନ)

ସମ୍ପାଦିକାଙ୍କ କଲମରୁ...

ପେଶା ଶିକ୍ଷକତା, ନିଶା ସାହିତ୍ୟ ସାଧନା । ଜୀବନ ଯନ୍ତ୍ରଣା ସହିତ ସଂଶ୍ଲିଷ୍ଟ ଆମର ପରିପାର୍ଶ୍ୱରେ ଘଟୁଥିବା ଘଟଣାବଳୀରେ ସମୃଦ୍ଧ ତାଙ୍କର ଗପ ସବୁ । ଷୋହଳ ଗୋଟି ସୁନ୍ଦର ସୁନ୍ଦର ଗପକୁ ନେଇ ଶ୍ରୀମତୀ ରିତା ରଥଙ୍କର ଏହି ଗଳ୍ପ ସଙ୍କଳନ ରଙ୍ଗନାଥ-ବାଇକୋଳି ସମ୍ମାନ ୨୦୨୪ ନିମନ୍ତେ ଯୋଗ୍ୟ ବିବେଚିତ ହୋଇଛି । ଏହି ପରିପ୍ରେକ୍ଷୀରେ ଲାବଣ୍ୟବତୀ ପ୍ରକାଶନି ତରଫରୁ ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭକାମନା ।

ରଞ୍ଜୁବାଳା ଜେନା

ପ୍ରୋପ୍ରାଇଟର୍, ଲାବଣ୍ୟବତୀ ପ୍ରକାଶନି

Quantity

No Reviews YetShare your thoughts. Be the first to leave a review.
bottom of page