Pakhi Udi Jiba Pare (ପକ୍ଷୀ ଉଡ଼ି ଯିବା ପରେ)
₹150.00
₹120.00
(ଗାୟତ୍ରୀ ତ୍ରିପାଠୀ ସୁଆଣ୍ଡୋ ଟ୍ରଷ୍ଟ୍ ୨୦୨୩ ଦ୍ୱାରା ପୁରସ୍କୃତ ଗଳ୍ପ ସଙ୍କଳନ)
ମୋର ପ୍ରଥମ ସଙ୍କଳନ ବିଷୟରେ କିଛି
କେତେବେଳେ କେମିତି ମନକୁ ଆସୁଥିବା ଅନାବନା ଭାବନା ଓ ପାରିପାର୍ଶ୍ୱିକ ପରିସ୍ଥିତିର ସାମାଜିକ ଚରିତ୍ର ଏବଂ କିଛି ଅନୁଭୂତିକୁ ଗପ ମାଧ୍ୟମରେ କଳ୍ପନା କରି ଲେଖିଦିଏ । ନିଘଞ୍ଚ ଜଙ୍ଗଲରେ ବଣ ମଲ୍ଲି ଫୁଟିଥାଏ । ତାର ବାସ୍ନାକୁ କେହି ଅନୁଭବ କରି ତାକୁ ଖୋଜିବା ସେହି ବଣମଲ୍ଲିର ହୁଏତ ଭାଗ୍ୟର କଥା। ସେମିତି ଏକ ବଣମଲ୍ଲିର ବାସ୍ନାକୁ ସମସ୍ତଙ୍କ ପାଖରେ ପହଞ୍ଚାଇବାର କଷ୍ଟ କରିଥିବା ମୋ ଭଉଣୀ କୁନୁକୁ ଅନେକ ଆଶୀର୍ବାଦ । ଶେଷରେ ମୋର ଏହି ଗଳ୍ପ ପୁସ୍ତକଟି ପ୍ରକାଶନ କରିଥିବା ଯୋଗୁଁ ଲାବଣ୍ୟବତୀ ପ୍ରକାଶନୀର ପ୍ରୋପ୍ରାଇଟର୍ ରଞ୍ଜୁବାଳା ଜେନା ମ୍ୟାଡାମଙ୍କୁ ମୋର କୃତଜ୍ଞତା ଜ୍ଞାପନ କରୁଛି । ।ପ୍ରତିମା ଦାଶ
(Awarded by the Gayatri Tripathi Suaando Trust, 2023)
A Few Words About My First Collection
Sometimes, random thoughts that come to mind, social characters shaped by surrounding circumstances, and certain emotions—these all blend together into stories born of imagination. Just like wild jasmine blooms silently in a dense forest, its fragrance unnoticed—only those who seek it, truly experience it. Perhaps it's the destiny of that jasmine to be found.
Similarly, my heartfelt blessings to my sister Kunu, who made the effort to bring the fragrance of this wild blossom to everyone.
Finally, I express my gratitude to Mrs. Ranjubala Jena, proprietor of Labanyabatee Prakashani, for publishing this story collection of mine.
Pratima Das
Quantity


