top of page

Mana ba Na Mana (ମାନ ବା ନ ମାନ)

Original price

₹120.00

Sale price

₹60.00

(୨୦୨୩ ମସିହା ରଙ୍ଗନାଥ-ବାଇକୋଳି ସ୍ମୃତି ସମ୍ମାନ ପ୍ରାପ୍ତ କବିତା ସଙ୍କଳନ)

ମୋ  ଦୈନନ୍ଦିନ ଜୀବନରେ ମୋ ଆଖପାଖରେ ଘଟୁଥିବା ଘଟଣାବଳୀକୁ କାବ୍ୟ ରୂପ ଦେଇ ମୁଁ ଫେସବୁକରେ  ପ୍ରତି ଦିନ  ପୋଷ୍ଟ୍ କରୁଥିଲି ।  କେବେ ଭାବିନଥିଲି ଏହାର ଏକ ସଙ୍କଳନଟିଏ ହେବ ବୋଲି । ତେଣୁ ସେହି ପରିପ୍ରେକ୍ଷୀରେ  ଲାବଣ୍ୟବତୀ ପ୍ରକାଶନିର  ପ୍ରୋପ୍ରାଇଟର୍ ଶ୍ରୀମତୀ ରଞ୍ଜୁବାଳା ଜେନାଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରୁଛି । କାରଣ ତାଙ୍କ ସହଯୋଗ ବିନା ଏହି ଅସାଧ୍ୟ ସାଧନ ହୋଇପାରିନଥାନ୍ତା । ମୋର କନ୍ୟାପ୍ରତିମ ରଶ୍ମିକୁ ଆଶୀର୍ବାଦ । କବିତା ସବୁକୁ ବାଛିବାରେ ସେ ବହୁତ ସାହାଯ୍ୟ କରିଛି । ଶେଷରେ ପାଠକମାନଙ୍କ ଉଦ୍ଦେଶ୍ୟରେ କିଛି । ଏହି କବିତା ଯଦି କାହା ମନରେ ଟିକେ ବି ପ୍ରଭାବ ପକାଇବ, ତେବେ ଶ୍ରମ ସାର୍ଥକ ହେବ ।

ଚିତ୍ତ ରଞ୍ଜନ ଲେଙ୍କା

 

(Recipient of the 2023 Ranganath-Baikoli Memorial Award for Poetry Collection)

In my daily life, I used to give poetic form to the events unfolding around me and post them on Facebook every day. I never imagined that these would one day be compiled into a collection. Therefore, in this context, I express my heartfelt gratitude to Mrs. Ranjubala Jena, the proprietor of Labanyabatee Prakashani. Without her support, this seemingly impossible task would not have been accomplished.

I offer my blessings to Rasmi, who is like a daughter to me, for her immense help in selecting the poems for this book.

And finally, a few words to the readers—
If any of these poems leave even a small impression on someone's heart, I will consider my effort truly worthwhile.

Chitta Ranjan Lenka

Quantity

bottom of page