top of page

Malati Matrimony (ମାଳତୀ ମାଟ୍ରିମୋନି)

Original price

₹100.00

Sale price

₹50.00

 କାହାକୁ କହିବି ? ଏଠି ଆମର କଥା ଶୁଣିବାକୁ କିଏ ଅଛି ? ଯେତେ କାମ କର, କେହି ସାବାସି ଦେବେନି । ଦିନେ ରହିଗଲେ, ଦରମା କାଟିବେ । ତାଙ୍କର ବର୍ଷୁକୁ ବର୍ଷ ଦରମା ବଢ଼ିବ । ଯେତେବେଳେ ମନ, ସେତେବେଳେ ଛୁଟି । ଆମେ ପରା ଗରିବ । ଆମ କଥା କିଏ କାହିଁକି ଶୁଣିବ ?

ଯୋଉଠି ମନ ମିଳିଲା, ତିଥି କଣ ଦରକାର ?

କାହାକୁ କହିବେନି ଆଜ୍ଞା । ଆପଣଙ୍କ ସମୁଦୁଣୀ କହୁଥିଲେ, “ମୋ  ସମୁଦୀ ରଜା ଲୋକ । ବୁଝିଲୁ । ଖାଲି ତାଙ୍କୁ ଟିକିଏ ଚିଡ଼େଇବାକୁ ମୁଁ ୟାଡ଼ୁ ସ୍ୟାଡ଼ୁ କହିଦିଏନା ।” 

ଆକ୍ଚୁଆଲି ମାଳ, ଆମ ସମୁଦୁଣୀ ଦେଖିବାକୁ ରାଣୀ ଭଳିଆ । ଦେଖୁନୁ ତାଙ୍କ ଚେହେରା । ଏବେ ବି କେମିତି ଗ୍ଲେଜ୍ ବାହାରୁଛି । ଆରେ ତାଙ୍କୁ ମୁଁ ବହୁତ ଆଗରୁ ଜାଣେ ।

ନାଟକ ଆଗକୁ କେଉଁ ମୋଡ଼ ନେଉଛି ଜାଣିବା ପାଇଁ ପଢ଼ନ୍ତୁ ମାଳତୀ ମାଟ୍ରିମୋନି ।

ରଞ୍ଜୁବାଳା ଜେନା (ପ୍ରୋପ୍ରାଇଟର୍)

 

 

"Whom should I tell? Who is here to listen to our words? No matter how much work we do, no one appreciates it. If we miss a day, they’ll cut our wages. His salary increases year after year. He gets leave whenever he wishes. We are poor outsiders. Why would anyone listen to us?"

"When hearts connect, who needs an auspicious date?"

"Don’t tell anyone," she warned. Your Samuduni was saying, "My Samudi is a royal kind of man. Got it? I just tease him. Nothing else."

Actually, Mala, our Samuduni looks just like a queen. Just look at her face—how it still glows! I've known her for a long time."

To find out which turn this drama takes next, read Malati Matrimony.

Ranjubala Jena (Proprietor) 

Quantity

bottom of page