top of page

Fula Kahe Mana Sune (ଫୁଲ କହେ ମନ ଶୁଣେ)

SKU 10
Original price

₹200.00

Sale price

₹140.00

(୨୦୨୧ ମସିହା ରଙ୍ଗନାଥ-ବାଇକୋଳି ସ୍ମୃତି ସମ୍ମାନ ପ୍ରାପ୍ତ କ୍ଷୁଦ୍ରଗଳ୍ପ ସଙ୍କଳନ)

ଯାହାଙ୍କ ଗପ ପଢ଼ିଲେ ନିଜକୁ ପାଇ ହୁଏ ଏକ ସୂକ୍ଷ୍ମ ଆଧ୍ୟାତ୍ମିକ ଜଗତରେ ଏବଂ ମନ ହଜିଯାଏ ଏକ ଉଚ୍ଚତର ଚେତନାରେ... ଅନ୍ତରରେ ଭରିଯାଏ ଶାଶ୍ଵତ ଆନନ୍ଦ... ଗଳ୍ପଗୁଡ଼ିକ ମାନବକୁ ଭୂମିରୁ  ଭୂମା ପର୍ଯ୍ୟନ୍ତ,  ସୀମାରୁ  ଅସୀମ, ଅସମ୍ଭଵକୁ ଚରମ ସମ୍ଭାବନା ଦିଗରେ ଘେନିଯାଏ । ସେ ହେଲେ ସକଳ ଦିବ୍ୟଭାବର ଅନୁରକ୍ତା ସାରସତ୍ୱ ସାଧିକା ଜ୍ୟୋତ୍ସ୍ନା ମହାନ୍ତି । ତାଙ୍କର ଏହି ପୁସ୍ତକ "ଫୁଲ କହେ ମନ ଶୁଣେ"ରେ ଦୁଇପଦ ଲେଖିଦେଇ ସେଥିରେ ଭାଗୀଦାର ହେବାର ଲୋଭ ସମ୍ବରଣ କରିପାରିଲି ନାହିଁ । ସତରେ ଖୁବ୍ ମନଛୁଆଁ ଗପଗୁଡ଼ିକ । କୋମଳ ନିରୀହ ସରଳ ସମର୍ପଣ ଭାବରେ ପରିପୂର୍ଣ୍ଣ ବିଭିନ୍ନ ପୁଷ୍ପ କଳିକା ସବୁ ନିବିଷ୍ଟ ଚିତ୍ତରେ  ଶୁଣାଉଛନ୍ତି ଅତୀନ୍ଦ୍ରିୟ ମନ ଆଗରେ ନିଜର ଜନ୍ମ ବୃତ୍ତାନ୍ତ । ଫୁଲଟିଏ ଭଳି ସମର୍ପିତ ହୋଇଯିବା ସହଜକଥା ନୁହେଁ, ସେଥିପାଇଁ କେତେ କଠିନ ବନ୍ଧୁର ପଥରେ ଯାତ୍ରା କରି ସେମାନେ  ଲଭିଛନ୍ତି ଈଶ୍ୱରାଶୀର୍ବାଦ ।

ପ୍ରଜ୍ଞା ମହାନ୍ତି

 

(Recipient of the 2021 Ranganath-Baikoli Smriti Samman – A Collection of Flash Fiction)

Reading her stories feels like entering a subtle spiritual realm. The mind dissolves into a higher consciousness... The heart fills with eternal bliss. These stories take the reader on a journey—from the earthly to the infinite, from the limited to the limitless, from the impossible to the realm of ultimate possibility. She is Jyotsna Mohanty, a seeker of essence and a devotee of all things divine.
I could not resist the temptation to write a few lines and be part of her book “Phula Kahe Mana Shune” . Truly, the stories are deeply moving. Like delicate, innocent buds offered in sincere devotion, each story whispers its transcendental tale to the inner ear of the soul. To surrender like a flower is not easy. It takes a long, difficult journey through life’s thorns. But through that path, they have earned divine grace.

Prajna Mohanty

 

Quantity

bottom of page