top of page
Fanni (ଫନି)
SKU 10
Original price
₹200.00
Sale price
₹160.00
ମହାବାତ୍ୟା, ଫାଇଲିନ୍, ହୁଡହୁଡ୍, ତିତିଲି... ଆଉ ତାପରେ ଫନି । ଏମିତି ଅନେକ ବାତ୍ୟା ଆସି ଓଡ଼ିଶାକୁ ଦୋହଲେଇ ଦେଇଛି । ତଥାପି ବି ଓଡ଼ିଶା ଠିଆ ହେବାକୁ ଚେଷ୍ଟା କରିଛି ଓ ସଫଳ ହୋଇଛି । ସେମିତି ଏକ ପରିପ୍ରେକ୍ଷୀରେ କିଛି ମଣିଷ କେମିତି ବାତ୍ୟାକୁ ସାମ୍ନା କରି ଅଣ୍ଟା ସଳଖି ପାରିଛନ୍ତି ତାହା ହିଁ ଫନି ଉପନ୍ୟାସର ପୃଷ୍ଠଭୂମି ।
ରଶ୍ମି ରେଖା ତ୍ରିପାଠୀ
"Mahabatya, Phailin, Hudhud, Titli… and then Fani."
Many such cyclones have battered Odisha.
Yet, Odisha has always tried to stand back on its feet—and has succeeded.
In this context, Fani the novel is set against the backdrop of how some individuals faced the storm and stood their ground with resilience.
— Rasmi Rekha Tripathy
Quantity
bottom of page


