Chala Banchiba Sikhiba (ଚାଲ ବଞ୍ଚିବା ଶିଖିବା)
₹200.00
₹100.00
ବର୍ଷା ରିହାତି
(କୁଞ୍ଜବିହାରୀ ଉପନ୍ୟାସ ପ୍ରତିଯୋଗିତା, ଉତ୍କଳ ସାହିତ୍ୟ ସମାଜ, ୨୦୨୩ ପୁରସ୍କାର ପ୍ରାପ୍ତ)
କାଲି କୌନ୍ ବନେଗା କରୋଡପତିର ଗୋଟିଏ ଏପିସୋଡ୍ ଦେଖୁଥିଲି । କିଛି ଅନ୍ ଲାଇନ୍ ଫ୍ରଡର ଶୀକାର ହୋଇ ପିଲାଟିଏ ଆତ୍ମହତ୍ୟା କରିଦେଇଛି ବୋଲି ପିଲାଟାର କାକା କହୁଥିଲେ । ଏମିତି ବହୁତ ଘଟଣା ଘଟୁଛି ଆମ ଚାରିପାଖରେ । କିଏ ମେଡ଼ିକାଲ୍ ପାଇଲାନି ବୋଲି ଆତ୍ମହତ୍ୟା କରୁଛି ତ କିଏ ପ୍ରେମରେ ସଫଳ ହେଲାନି ବୋଲି ଆତ୍ମହତ୍ୟା କରୁଛି । ପୁଣି ଆଉ କିଏ କଣ କାରଣ ପାଇଁ । ଏମିତି ଆମେ ଯାହା କିଛି ଆମେ ଦେଖୁଛେ, ଶୁଣୁଛେ, ଆଉ ଯାହା ଆମ ମନକୁ ଆନ୍ଦୋଳିତ କରୁଛି, ଏମିତି ଘଟଣା ମନକୁ ବହୁତ କଷ୍ଟ ଦିଏ । ସଂସାରକୁ ଅସାର ମଣିଲେ ମଣିଷ ସେପରି ରାସ୍ତା ଆପଣାଏ । ବଞ୍ଚିବାର ରାସ୍ତା ଅନେକ । ଖୋଜିଲେ ହେଲା । ନିରାଶା ଆଉ ଆଶା । ଯଦି କିଛି ନିରାଶବାଦୀକୁ ବଞ୍ଚିବାର ଟିକେ ଆଲୋକ ଦେଖାଇପାରିବା, ଶ୍ରମ ସାର୍ଥକ ହେବ । ଏମିତି କିଛି ଆଶା ଓ ନିରାଶାର ଦୋଛକିରେ ଆଲୋକର ସନ୍ଧାନକୁ ନେଇ ଗତିଶୀଳ ହୋଇଛି ମୋର ଏହି ଉପନ୍ୟାସ “ଚାଲ ବଞ୍ଚିବା ଶିଖିବା”।
ପ୍ରମୋଦ କୁମାର ଜେନା
(Winner of the Kunjabihari Novel Competition, Utkal Sahitya Samaja, 2023)
Yesterday, I was watching an episode of Kaun Banega Crorepati. In it, a boy had reportedly committed suicide after falling victim to an online fraud, as narrated by his uncle. So many such incidents are happening all around us. Some take their own lives for not getting into medical school, while others do so because of failed relationships or different reasons. The things we see, hear, and experience deeply affect our hearts.
When people begin to view the world as meaningless, they tend to choose such drastic paths. But there are many ways to live—one only has to search for them. Between despair and hope lies a path to light. If this story can show even a glimmer of light to someone trapped in hopelessness, then my effort will be worthwhile.
This novel, “Come, Let’s Learn to Live”, is my humble attempt to explore that journey through the interplay of hope and despair.
Pramod Kumar Jena
Quantity


