Chakrabyuha (ଚକ୍ରବ୍ୟୂହ)
₹200.00
₹140.00
(ଯତୀନ୍ ଦାସ ସ୍ମୃତି ସମ୍ମାନ ୨୦୧୬ ପୁରସ୍କାର ପ୍ରାପ୍ତ ଉପନ୍ୟାସ)
କୁନି ଝିଅ ଲିପ୍ସା, ତା’ର କୁନି କୁନି ଡେଣା ନେଇ କୁନି ସଂସାରରେ ବୁଲିବା ଆଗରୁ ଆସିଯାଏ ଅପ୍ରତ୍ୟାଶିତ ଭାବରେ ଗୋଟିଏ ପରେ ଗୋଟିଏ ଝଡ଼ l ମନ ପେଡ଼ିରେ ସାଇତି ରଖିଥିବା ସପନଗୁଡ଼ିକ ପର୍ଯ୍ୟାୟକ୍ରମେ ଚୁରମାର
ହୋଇଯାଏ l ଝଡ଼କୁ ପ୍ରତିହତ କରି କରି ଡେଣା କ୍ଷତବିକ୍ଷତ ହୋଇଯାଏ ସିନା ମାନସିକତା ପଥରଠୁ ବି ଶକ୍ତ ହୋଇଯାଏ l ଆଉ ସେ ସଂସାର ସିଡ଼ିରେ ଆଗକୁ ଚଢ଼ିଚାଲେ l ପ୍ରତି ପାହାଚରେ କିଛି ନା କିଛି ଆଶ୍ଚର୍ଯ୍ୟଚକିତ ଘଟଣା ଯେମିତି ତାକୁ ଅପେକ୍ଷା କରିଥାଏ l
ପୁଣି ପଛକୁ ଫେରିବାକୁ ଇଚ୍ଛା ହୁଏ l ଆସ୍ତେ ଆସ୍ତେ ହୃଦବୋଧ ହୁଏ l ଏ ସଂସାରର ମହାଭାରତରେ ରଥୀ ମହାରଥୀ ସିନା ବିରଳ, କିନ୍ତୁ ଚକ୍ରାନ୍ତକାରୀଙ୍କ ଅଭାବ ନାହିଁ l ଦିନେ ସେ ଏମିତି କିଛି ଚକ୍ରାନ୍ତକାରୀଙ୍କ ଚକ୍ରବ୍ୟୂହରେ ପଡ଼ିଯାଏ ଅପେକ୍ଷାରତ ଜୀବନ ସିଡ଼ିର ଅନ୍ତିମ ପର୍ଯ୍ୟାୟକୁ l
ଘଟଣାକ୍ରମର ବର୍ଣ୍ଣନାଶୈଳୀ ଚମତ୍କାର l ପାଠକମାନଙ୍କ ଗହଣରେ ଆଦୃତ ହେବା ସହ ଲେଖିକାଙ୍କ ପ୍ରକାଶିତ ଉପନ୍ୟାସମାନଙ୍କ ମଧ୍ୟରେ ଏହା ଏକ ରତ୍ନ ପ୍ରମାଣିତ ହେବ ବୋଲି ଆଶା ଓ ବିଶ୍ୱାସ l
(ପ୍ରମୋଦ କୁମାର ଜେନା)
Jatin Das Smriti Samman 2016 Award-Winning Novel
Kunhi Jhia Lipsa—a girl with delicate wings, dreams of exploring the world. But before she can take flight, unexpected storms arrive one after another. The dreams she had carefully preserved in her heart are gradually shattered. Battling these storms, her wings become wounded, and her spirit hardens, stronger than stone. Yet, she continues to climb the ladder of life. At every step, surprising events await her.
She longs to return, and slowly, she gains insight. In this world’s Mahabharata, true warriors are rare, but conspirators abound. One day, she becomes ensnared in the web of such conspirators, reaching the final stage of life’s waiting ladder.
The narrative style is remarkable. It resonates deeply with readers, and among the author's published novels, this one stands out as a gem—full of hope and conviction.
(Pramod Kumar Jena)
Quantity


