top of page
Borjhanji (ବୋରଝାଞ୍ଜି)
Original price
₹250.00
Sale price
₹125.00
ବର୍ଷା ରିହାତି
ଉତ୍କଳ ସାହିତ୍ୟ ସମାଜ, କଟକ ଦ୍ୱାରା ପ୍ରଥମ ବିବେଚିତ ଉପନ୍ୟାସ, (୨୦୨୦)
ପାଣିର ସୁଅରେ ଭାସି ଭାସି ବୋରଝାଞ୍ଜିର ସେଇ ଦଳ ଯେତିକି ଆଗକୁ ଆଗକୁ ଯାଉଥିଲେ, ସୁମୀ ସେତିକି ଖୁସିରେ ପାଣିରେ ଢେଉ ଦେଉଥିଲା l ଆଜି ଜେଜେମାଆଙ୍କର କଥାର ମର୍ମ ସେ ବୁଝିପାରିଛି l ବୋରଝାଞ୍ଜି ଦଳ ଭଳି ସେ ନିଜେ ଆଜି ଭାସି ଚାଲିଛି l ଜାଣେନା କେତେ ବାଟ ଯିବ, ଆଉ କୋଉ କୂଳରେ ଲାଗିବ ।
First prize awarded by Utkal Sahitya Samaj, Cuttack (2020) in the Novel Category.
As the cluster of water hyacinths floated forward on the water, Sumi gleefully splashed in the waves. Today, she truly understood the essence of her grandmother's words. Like the drifting hyacinth cluster, she too was floating along. She didn't know how far the path would lead or to which shore she might eventually arrive.
Quantity
bottom of page


