top of page

Birala Batsalya (ବିରଳ ବାତ୍ସଲ୍ୟ)

Original price

₹150.00

Sale price

₹75.00

ବ୍ରହ୍ମପୁର ସାହିତ୍ୟ ପରିଷଦ ପୁରସ୍କାର ପ୍ରାପ୍ତ ଉପନ୍ୟାସ ।

 

ସେ ଦିନ ପ୍ରଥମ ଥର ପାଇଁ ମୋତେ ମୋ ବୋଉ ଉପରେ ରାଗ ଲାଗିଲା l ସ୍ନେହରେ ଆଉ କିଛି ନାଆଁ ମିଳିଲାନି ? ଖାଲି ପାଗଳା ଡାକିବାର ଥିଲା ? ଦେଖ୍ ଏବେ ତୋ ପୁଅକୁ ସମସ୍ତେ କେମିତି ପାଗଳା କରିଦେଲେ l

"ଏକ ମାଆ ଛେଉଣ୍ଡ ପିଲାର କାହାଣୀ ।" 

 

An award-winning novel by the Brahmapur Sahitya Parishad

 

That day, for the first time, I felt angry at my mother. Was there no other name she could call him with, out of love? Was "Pagla" the only word she had? Look, now everyone has made your son truly mad (Pagla ).

"The story of a innocent child who lost his mother."

Quantity

bottom of page