Bhinna-Abhinna-Bhinna (ଭିନ୍ନ-ଅଭିନ୍ନ-ଭିନ୍ନ)
₹100.00
୨୦୨୨ ରଙ୍ଗନାଥ - ବାଇକୋଳି ସ୍ମୃତି ସମ୍ମାନ ପ୍ରାପ୍ତ କବିତା ସଙ୍କଳନ
ସମ୍ପାଦିକାଙ୍କ କଲମରୁ...
ନବେ ଦଶକରେ ଜଣେ କଲେଜ୍ ଛାତ୍ର କିଛି ସ୍ୱପ୍ନ ଦେଖିଥିଲା । ସାହିତ୍ୟର କବିତା ବିଭାଗରେ ଲେଖନୀ ଚାଳନା କରି ସିନିଅର୍ ଜୁନିଅର୍ ତଥା ସହପାଠୀମାନଙ୍କୁ ଆକର୍ଷିତ କରିପାରିଥିଲା ନିଜ କବିତା ପ୍ରତି । ସମୟର ସୁଅରେ ସିଏ ସମାଜରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । ଆଉ ସେହି ସମୟର କବିତା ସବୁକୁ ସାଉଁଟି ନେଇ ଲାବଣ୍ୟବତୀ ପ୍ରକାଶନି ପ୍ରକାଶ କରିବାକୁ ଯାଉଛି ସେହି ସ୍ୱପ୍ନଦର୍ଶୀ ଯୁବକଙ୍କର ପ୍ରଥମ ଅର୍ଘ୍ୟ ଭିନ୍ନ-ଅଭିନ୍ନ-ଭିନ୍ନ ।
ଶୁଭେଚ୍ଛାର ସହ
ଶ୍ରୀମତୀ ରଞ୍ଜୁବାଳା ଜେନା
2022 Ranganath–Baikoli Memorial Award-winning poetry collection:
From the Editor’s Pen…
Back in the 1990s, a young college student once dreamt a few quiet dreams. Through his pen, he began crafting poems in the literary section, drawing the attention of seniors, juniors, and classmates alike. Riding the waves of time, he went on to carve a distinct identity in society. Now, Labanyabatee Prakashani is proud to bring forth that dreamer’s first poetic offering a collection that weaves together diverse, shared, and unique emotions “Bhinna-Abhinna-Bhinna”.
With warm wishes,
Smt. Ranjubala Jena
Quantity


