Anya Debalaya (ଅନ୍ୟା ଦେବାଳୟ)
₹150.00
₹75.00
(ବ୍ରହ୍ମପୁର ସାହିତ୍ୟ ପରିଷଦ ୨୦୧୯ ପୁରସ୍କାର ପ୍ରାପ୍ତ ଉପନ୍ୟାସ)
ମାଆ ଆଉ ଝିଅ ସମ୍ପର୍କର ଗଭୀରତମ ପ୍ରଦେଶକୁ ଜଣେ ଲେଖିକା ହିଁ ପ୍ରବେଶ କରିପାରିବ । ଲେଖିକା ରଶ୍ମି ରେଖା ତ୍ରିପାଠୀଙ୍କର ପାରଦର୍ଶିତାର ପରାକାଷ୍ଠା ଏହି ଉପନ୍ୟାସ ଅନ୍ୟା ଦେବାଳୟରେ ପର୍ଯ୍ୟବେଶିତ ହୋଇଅଛି । ଏକ ସ୍ପର୍ଶକାତର କାହାଣୀକୁ ପାଠକମାନଙ୍କ ସମ୍ମୁଖରେ ରଖିଛନ୍ତି ଲେଖିକା । ମାନସିକ ସ୍ତରରେ ଦୁର୍ବଳ ପାଠକ ଏହି ଉପନ୍ୟାସକୁ ଅଧ୍ୟୟନ କରି ନିଜ କୋହକୁ ଆୟତ୍ତରେ ରଖିବା ନିଶ୍ଚିତ ଭାବରେ କଠିନ ହେବ । ଆଶା କରେ ଉପନ୍ୟାସଟି ପାଠକ ମହଲରେ ବେଶ୍ ଆଦୃତ ହେବ ।
ପ୍ରମୋଦ କୁମାର ଜେନା
(2019 Berhampur Sahitya Parishad award-winning novel
Only a woman writer can truly enter the deepest realms of the mother-daughter relationship. In Anya Debaalaya, author Rasmi Rekha Tripathy has explored this emotional territory with exceptional clarity and sensitivity.
She presents a profoundly touching story before the readers. For emotionally sensitive readers, engaging with this novel and maintaining composure might indeed be a challenge.
It is hoped that this novel will be warmly received by the reading community.
— Pramod Kumar Jena
Quantity


