Alpa Khatta (ଅଳ୍ପ ଖଟ୍ଟା)
₹100.00
₹80.00
ବ୍ୟଙ୍ଗ କବିତା ସଙ୍କଳନ
ଧାଡ଼ିଏ ଭିତରେ ଗାଡ଼ିଏ କହିବାର କ୍ଷମତା ରଖନ୍ତି ଶ୍ରୀ ପ୍ରମୋଦ କୁମାର ଜେନା। ସାହିତ୍ୟ ଜଗତର ଗଳ୍ପ, ଉପନ୍ୟାସ, ନାଟକ ଭଳି ବିଭିନ୍ନ ଶାଖାରେ ତାଙ୍କ ଲେଖନୀ ଯେପରି ସାର୍ଥକ ହୋଇଛି, କବିତାର ମାଧ୍ୟମରେ ତାହା ଅଧିକ ଅଭିବ୍ୟକ୍ତିଶୀଳ ହୋଇ ଉଠିଛି। ତାଙ୍କ ଶବ୍ଦରେ ଅନୁଭବ ରହେ, ଅର୍ଥ ରହେ, ଏବଂ ସାଧାରଣ ଜୀବନର ଅସାଧାରଣତା ରହେ। ସେମିତି ଏକ ସୁନ୍ଦର ଓ ଭାବନାପୂର୍ଣ୍ଣ କବିତା ସଙ୍କଳନ ହେଉଛି "ଅଳ୍ପ ଖଟ୍ଟା", ଯେଉଁଠି କବି ଜୀବନର ତୀକ୍ଷ୍ଣତା ଓ ମିଠା ପଣ — ଦୁହିଁର ସମନ୍ୱୟକୁ ନିଜ ଭାଷାର ଶୈଳୀରେ ଅନୁଭବ ଦେଇଛନ୍ତି।
Collection of Satirical Poems
Mr. Pramod Kumar Jena possesses the remarkable ability to express depth within a few lines. Just as his pen has proven its worth in various branches of literature—story, novel, and drama—it becomes even more expressive through the medium of poetry. His words carry feeling, meaning, and the rare beauty found within ordinary life.
One such beautiful and emotionally rich collection of poems is “Alpa Khatta” (A Little Sour), where the poet delicately blends the sharpness and sweetness of life, presenting their harmony through his unique literary style.
Quantity


